This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧି ବିନାୟକ ମନ୍ଦିରରେ କମିଟି ପକ୍ଷରୁ ଅର୍ଣ୍ଣଭୋଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ
Nabarangapur PS, Nabarangpur | Aug 31, 2025
ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧି ବିନାୟକ ମନ୍ଦିରରେ କମିଟି ପକ୍ଷରୁ ଅର୍ଣ୍ଣଭୋଗ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ, ଆଜି ରାଜୁ ସାହି ସ୍ଥିତ ଶ୍ରୀ ଶ୍ରୀ ଶ୍ରୀ ସିଦ୍ଧି ବିନାୟକ ମନ୍ଦିର କମିଟି ତରଫରୁ ସିଦ୍ଧି ବିନାୟକ ମନ୍ଦିର ଠାରେ ଏକ ଅର୍ଣ୍ଣଭୋଗ ବଣ୍ଟନ ର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ 9000 ରୁ ଉର୍ଦ୍ଧ୍ବ ଭକ୍ତ ଯୋଗଦେଇ ପ୍ରସାଦ ସେବନ କରିଥିଲେ। ଏହି କାର୍ଯ୍ୟକ୍ରମରେ ନବରଙ୍ଗପୁର ବିଧାୟକ ଶ୍ରୀ ଗୌରୀ ଶଙ୍କର ମାଝୀ, ପୈରପାଳିକାର ଅଧ୍ୟକ୍ଷ ଶ୍ରୀ କୁନୁ ନାୟକ, ପାଞ୍ଚ ନମ୍ବର ୱାର୍ଡ କାଉନସିଲର ଶ୍ରୀ ଆଇ ମୁରଲୀ କ୍ରିଷ୍ଣା ଏବଂ ସହର ର ବହୁ ବିଶିଷ୍ଟ ବ୍ୟକ୍ତି ବିଶେଷ ଯୋଗଦେଇଥିଲେ