Install App
ganesh35991
This browser does not support the video element.
ହିଞ୍ଜିଳି: ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ରାଲବ ଛକ ନିକଟରେ ବାଇକ ଚୋରୀ ଘଟଣା ଏବେ ସିସିଟିଭି ଫୁଟେଜ ରେ କଏଦ ହୋଇଥିବା ଦୃଶ୍ୟ ଏବେ ଭାଇରଲ
Hinjili, Ganjam | Jul 31, 2025
ଗଞ୍ଜାମ ଜିଲ୍ଲା ହିଞ୍ଜିଳି କାଟୁ ଥାନା ଅନ୍ତର୍ଗତ ରାଲବ ଛକ ନିକଟରେ ଗତକାଲି ବିଳମ୍ବିତ ରାତ୍ର ସମୟରେ ଏକ ବାଇକ ଚୋରି ଦୃଶ୍ୟ ସିସିଟିଭି ଫୁଟେଜ ରେ କଏଦ ହୋଇଥିବା ବେଳେ ଆଜି ସନ୍ଧ୍ୟା ସମୟରୁ ଭାଇରଲ ହେଉଥିବା ଦେଖିବାକୁ ମିଳିଛି. ଅନ୍ୟପଟେ ବାଇକ ମାଲିକ ଅନିଲ ପ୍ରଧାନ ଏ ନେଇ ହିଞ୍ଜିଳି ଥାନରେ ଲିଖିତ ଅଭିଯୋଗ କରିଛନ୍ତି.
Share
Read More News
T & C
Privacy Policy
Contact Us
Your browser does not support JavaScript!