Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଓଲଡ ଟାଉନ ମହତାବ ରୋଡ଼ରେ ଜବର ଦଖଲ ଉଛେଦ କଲା ବିଏମସି, ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଚାପା ଉତେଜନା

Bhubaneswar M Corp, Khordha | Sep 13, 2025
ଓଲଡ ଟାଉନ ମହତାବ ରୋଡ଼ରେ ଜବର ଦଖଲ ଉଛେଦ କଲା ବିଏମସି, ସ୍ଥାନୀୟ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଚାପା ଉତେଜନା | ଆଜି 12.34ରେ ଓଲଡ ଟାଉନ ମହତାବ ରୋଡ଼ରେ ଜବରଦଖଲ ଉଛେଦ କଲା ବିଏମସି | ସରକାରୀ ଜାଗାକୁ ମାଡି ବସି ଘର ଏବଂ ଦୋକାନ ଘର କରିଦେଇଥିଲେ ଲୋକେ | ବିଏମସି ପକ୍ଷରୁ ସେମାନଙ୍କୁ ନୋଟିସ ଦିଆଯାଇଥିଲା | ଆଜି ବିଏମସି ପକ୍ଷରୁ ଡାକବାଜି ଯନ୍ତରେ ଘୋଷଣା କରି ଜବର ଦଖଲ ହଟାଯାଇଥିଲା | ଏହାସହ ବେଆଇନ ଭାବେ ନିର୍ମାଣ କରିଥିବା ଘର ଓ ଦୋକାନ ଘରକୁ ଜେସିବି ସାହାର୍ଯ୍ୟରେ ମାଟିରେ ମିଶାଇ ଦିଆଯାଇଥିଲା | ସେଥିପାଇଁ ସ୍ଥାନୀୟ ଅଞ୍ଚଳରେ ଚାପା ଉତେଜନା ଦେଖିବାକୁ ମିଲିଥିଲା |
Read More News
T & CPrivacy PolicyContact Us