Install App
dhenkanalknagar
This browser does not support the video element.
କାମାକ୍ଷାନଗର: କନ୍ତିଓକାଟେଣୀ ପିଏଚସି(ନିଭ) ଠାରେ ଶନିବାର ୧୧ଟାରେ ରକ୍ତଦାନ ଶିବିର ଅନୁଷ୍ଠିତ ଉପସ୍ଥିତ ରହିଲେ ବିଜେପି ଜିଲା ସଭାପତି ରାସବିହାରୀ ବେହେରା
Kamakshyanagar, Dhenkanal | Sep 27, 2025
କନ୍ତିଓକାଟେଣୀ ପିଏଚସି(ନିଭ) ଠାରେ ଶନିବାର ୧୧ଟାରେ ରକ୍ତଦାନ ଶିବିର ଅନୁଷ୍ଠିତ ଉପସ୍ଥିତ ରହିଲେ ବିଜେପି ଜିଲା ସଭାପତି ରାସବିହାରୀ ବେହେରା ।ଢେଙ୍କାନାଳ ଜିଲା କାମାକ୍ଷାନଗର ବ୍ଲକ ତୁମୁସିଙ୍ଗା ବିଜେପି ମଣ୍ଡଳ ତରଫରୁ କନ୍ତିଓକାଟେଣୀ ପିଏଚସି(ନିଭ) ଠାରେ ଶନିବାର ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି ।ଏଠାରେ ବିଜେପି ଜିଲା ସଭାପତି ରାସବିହାରୀ ବେହେରାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ ।ଏଠାରେ ଅଂଚଳରୁ ଲୋକମାନେ ଆସି ରକ୍ତଦାନ କରିଥିଲେ ।
Share
Read More News
T & C
Privacy Policy
Contact Us
Your browser does not support JavaScript!