Download Now Banner

This browser does not support the video element.

କେନ୍ଦୁଝର ସହର: ଅଞ୍ଜୁମନ ଇସଲାମୀୟା ସୌଜନ୍ୟରେ ବଡବିଲ ଜାମା ମସଜିଦ ପରିସରରେ କମ୍ପ୍ୟୁଟର ସେଣ୍ଟର ଉଦଘାଟିତ

Kendujhar Town, Kendujhar | Sep 5, 2025
ଆଜି ବଡବିଲ ଜାମା ମସଜିଦ ପରିସରରେ ଅଞ୍ଜୁମନ ଇସଲାମୀୟା ସୌଜନ୍ୟରେ ଏକ କମ୍ପ୍ୟୁଟର ସେଣ୍ଟର ଉଦଘାଟିତ ହୋଇଛି। ପେଗେମ୍ବର ମହମ୍ମଦଙ୍କ ଜୟନ୍ତୀ ଅବସରରେ ଆଜି ଚମ୍ପୁଆ ଉପ ଜିଲ୍ଲାପାଳ ଶ୍ରୀ ଉମାକାନ୍ତ ପରିଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହି କମ୍ପ୍ୟୁଟର ସେଣ୍ଟରର ଶୁଭ ଉଦଘାଟନ କରିଥିବା ବେଳେ ବଡବିଲ ତହସିଲଦାର ଶ୍ରୀ ରାକେଶ କୁମାର ପଣ୍ଡା, ଏସଡିପିଓ ଶ୍ରୀ ଦେବେନ୍ଦ୍ର ପିଙ୍ଗୁଆ, ପୌରନିର୍ବାହୀ ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ନଗରପାଳ ଶ୍ରୀ ଲକ୍ଷ୍ମଣ ମହାନ୍ତ ପ୍ରମୁଖ ଉପସ୍ଥିତ ରହିଥିଲେ।
Read More News
T & CPrivacy PolicyContact Us