Download Now Banner

This browser does not support the video element.

ରାଜଗାଙ୍ଗପୁର: ରାଣୀ ବନ୍ଦ ନିକଟରେ ଟ୍ରଲର ଓ ବାଇକ ମଧ୍ଯରେ ଧକ୍କା, ୨ ମୃତ

Rajagangapur, Sundargarh | Sep 7, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ଥାନା ଅନ୍ତର୍ଗତ ରାଣୀ ବନ୍ଦ ନିକଟରେ ଏକ ଟ୍ରଲର ଓ ବାଇକ ମଧ୍ୟରେ ଧକ୍କା ହେବା ଫଳରେ ବାଇକ ଚାଳକ ଓ ଆରୋହୀ ଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି।ବାଇକ ଚାଳକ କାଶବାହାଲ ର ବାସିନ୍ଦା ଯଶବୀର ବେକ ଓ ଆରୋହୀ ସୋନାଖାନ ର ରୋହିତ ମାଝୀ ଏହି ଦୁର୍ଘଟଣା ରେ ମୃତ୍ୟୁ ଘଟିଛି। ରାଜଗାଙ୍ଗପୁର ଥାନା ଆଇଆଇସି ବିଜୟ କୁମାର ଦାଶ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ଘଟଣାର ଅଧିକ ତଦନ୍ତ ଜାରି ରହିଥିବା ପ୍ରକାଶ।
Read More News
T & CPrivacy PolicyContact Us