Download Now Banner

This browser does not support the video element.

ବୌଦ୍ଧ ସଦର: ହୀରାକୁଦରୁ 16 ଗୋଟି ଗେଟ ଖୋଲାଯିବା ପରେ ନଦୀକୂଳିଆ ଲୋକଙ୍କୁ ସଚେତନ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ

Baudh Sadar, Boudh (Bauda) | Sep 4, 2025
ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାର ସମସ୍ତ ବ୍ଲକର ବିଡ଼ିଓ ଓ ବୌଦ୍ଧ ଏନଏସି ନିର୍ବାହୀ ଅଧିକାରୀଙ୍କୁ ମହାନଦୀ କୂଳିଆ ଲୋକଙ୍କୁ ସତର୍କ କରାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି l ଆଜି ହୀରାକୁଦ ଜଳ ଭଣ୍ଡାରରୁ 16 ଗୋଟି ଗେଟ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ନିଜ ନିଜ ବ୍ଲକର ମହାନଦୀ କୂଳିଆ ଜନ ସାଧାରଣ କିମ୍ବା ଗୃହ ପାଳିତ ପ୍ରାଣୀ ମାନଙ୍କୁ ନଦୀ ମଧ୍ୟ ନ ଛାଡିବା ପାଇଁ ସଚେତନ କରାଇବା ସକାଶେ ଜିଲ୍ଲାପାଳ ସମସ୍ତ ବିଡ଼ିଓ ଓ ଏନଏସି ନିର୍ବାହି ଅଧିକାରୀଙ୍କୁ ନିର୍ଦେଶ ଦେଇଛନ୍ତି l
Read More News
T & CPrivacy PolicyContact Us