Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ୩୪୦ ଲିଟର ଦେଶୀ ମଦ ଜବତ୍ ସହ ଜଣକୁ ଗିରଫ କରିଛି ବନ୍ତ ପୋଲିସ।

Bhadrak Rural, Bhadrak | Sep 10, 2025
ଏକ କାରରେ ବିପୁଳ ପରିମାଣର ମଦ ଚାଲାଣ ହେଉଥିବା ନେଇ ବିଶେଷ ସୂତ୍ରରୁ ପୋଲିସ୍ ଖବର ପାଇ ଭଦ୍ରକ-ଆନନ୍ଦପୁର ୫୩ନଂ ରାଜ୍ୟ ରାଜପଥରେ ଚଢାଉ କରିଥିଲା l ତେବେ ଚଢ଼ାଉ ସମୟରେ ଏକ କାରରେ ବିପୁଳ ମଦ ଭର୍ତ୍ତି କରି ଆନନ୍ଦପୁର ପଟୁ ଭଦ୍ରକ ଆଡ଼କୁ ଆସୁଥିବା ସମୟରେ କାର ଟିକୁ ପୋଲିସ୍ ଅଟକାଇ ସେଥିରେ ଦେଶୀ ମଦ ଭର୍ତ୍ତି ଥିବା ଦେଖି କାର ସହ ଚାଳକଙ୍କୁ ଗିରଫ କରି ଥାନାକୁ ଆଣିଥିବା ଦେଖିବାକୁ ମିଳିଛି।
Read More News
T & CPrivacy PolicyContact Us