Install App
newsjajpur9124
This browser does not support the video element.
ବରୀ ରାମଚନ୍ଦ୍ରପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କାଳୀପୂଜା ପ୍ରସ୍ତୁତି ବୈଠକ ଅଧାରୁ ବାତିଲକୁ ନେଇ ଜିଲ୍ଲା ପରିଷଦ ସଭା ଗୃହରେ ପତିକ୍ରିୟା ଦେଲେ ଜିଲ୍ଲାପାଳ
Bari Ramachandrapur, Jajpur | Sep 24, 2025
ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ କାଳୀପୂଜା ପ୍ରସ୍ତୁତି ବୈଠକ ଅଧାରୁ ବାତିଲକୁ ନେଇ ଜିଲ୍ଲା ପରିଷଦ ସଭା ଗୃହରେ ପତିକ୍ରିୟା ଦେଲେ ଜିଲ୍ଲାପାଳ ଅମ୍ବର କୁମାର କର l ଶାନ୍ତି କମିଟିକୁ ଜିଲ୍ଲାପ୍ରଶାସନ ପକ୍ଷରୁ ନିମନ୍ତ୍ରଣ ନଥିବାରୁ କାଳୀପୂଜା ପ୍ରସ୍ତୁତି ବୈଠକକୁ ଅଧାରୁ ବର୍ଜନ କଲେ ସମସ୍ତ ପୂଜା କମିଟି ସଦସ୍ୟ। ସ୍ଥଗିତ ରହିଲା ଯାଜପୁର ର ଗଣପର୍ଵ କାଳୀପୂଜା ଓ ଲକ୍ଷ୍ମୀ ନାରାୟଣ ପୂଜାର ପ୍ରସ୍ତୁତି ବୈଠକ।
Share
Read More News
T & C
Privacy Policy
Contact Us
Your browser does not support JavaScript!