Download Now Banner

This browser does not support the video element.

କାମାକ୍ଷାନଗର: କଙ୍କଡାହାଡ଼ ଶିବ ମନ୍ଦିର ନିକଟରେ ମଙ୍ଗଳବାର ୧୦ଟାରେ ବାଇକ ଦୁର୍ଘଟଣା ଜଣେ ଗୁରୁତର କାମାକ୍ଷାନଗର ମେଡ଼ିକାଲରେ ଭର୍ତି

Kamakshyanagar, Dhenkanal | Sep 2, 2025
କଙ୍କଡାହାଡ଼ ଶିବ ମନ୍ଦିର ନିକଟରେ ମଙ୍ଗଳବାର ୧୦ଟାରେ ବାଇକ ଦୁର୍ଘଟଣା ଜଣେ ଗୁରୁତର କାମାକ୍ଷାନଗର ମେଡ଼ିକାଲରେ ଭର୍ତି ।ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ଶିବ ମନ୍ଦିର ନିକଟରେ ଭାରସାମ୍ୟ ହରାଇ ବାଇକ ଦୁର୍ଘଟଣା ଯାହାଫଳରେ ସରବେରଣୀ ଗାଁର ଶିବ ଶଙ୍କର ମହାନ୍ତ ଗୁରୁତର ହୋଇ କାମାକ୍ଷାନଗର ମେଡ଼ିକାଲରେ ଭର୍ତ୍ତି ହୋଇଛନ୍ତି ଏଠାରେ ଚିକିତ୍ସା ଜାରି ରହିଛି ।
Read More News
T & CPrivacy PolicyContact Us