Download Now Banner

This browser does not support the video element.

ସମ୍ବଲପୁର ମ୍ୟୁନିସିପାଲଟି: ଧନୁପାଲି ଥାନା ଅନ୍ତର୍ଗତ ଭୁତାପଡା ସ୍ଥିତ ଓରାମପଡା ରେ ହତ୍ୟାକାଣ୍ଡ

Sambalpur M, Sambalpur | Sep 3, 2025
ଧନୁପାଲି ଥାନା ଅନ୍ତର୍ଗତ ଭୁତାପଡା ସ୍ଥିତ ଓରାମପଡା ରେ ହତ୍ୟାକାଣ୍ଡ l ମୃତ ଯୁବକ ଜଣକ ହେଉଛନ୍ତି ଏମଡି ରିଙ୍କୁ l ଯୁବକଙ୍କୁ ଛୁରି ଭୂସି ହାତ୍ୟା କରାଯାଇଥିବା ସୂଚନା l ଆଜି ସକାଳ 8 ଟା ରେ ଘଟିଛି ଏହି ହତ୍ୟାକାଣ୍ଡ l ତେବେ ଆଜି ସକାଳେ କିଛି ଯୁବକଙ୍କ ଝଗଡା ହୋଇଥିଲା l ଏହି ଝଗଡା ରେ ରିଙ୍କୁ ମଧ୍ୟ ରହିଥିଲେ l ତେବେ କିଛି ଯୁବକ ତାଙ୍କୁ ଛୁରି ଭୂସି ଦେଇଥିଲେ l ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲ କୁ ଆଣିଥିଲେ, ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ସେପଟେ ଘଟଣାସ୍ଥଳରେ ଧନୁପାଲି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l
Read More News
T & CPrivacy PolicyContact Us