This browser does not support the video element.
ନୂଆପଡା: ଖରିଆର ରୋଡ ରେଳ ଷ୍ଟେସନରେ ପହଞ୍ଚିଲା ୨୬୯୦୦ ବ୍ୟାଗ ୟୁରିଆ ସାର
Nuapada, Nuapada | Aug 25, 2025
ନୂଆପଡ଼ା ଜିଲ୍ଲାରେ ୟୁରିଆ ସାର ଅଭାବ ଦେଖା ଦେଇଥିବା ବେଳେ ଆଜି ଜିଲ୍ଲାର ଖରିଆର ରୋଡ଼ ରେଲୱେ ଷ୍ଟେସନରେ ପହଞ୍ଚିଛି ୟୁରିଆ ସାର। ଆଜି ୧୦ ଟା ସମୟରେ ୨୬୯୦୦ ବ୍ୟାଗ ୟୂରିଆ ସାର ଓଳାଯାଇଥିବା ସୂଚନା ମିଳିଛି। ଏହି ସାର କିଛି ମାତ୍ରାରେ ଚାଷୀ ଙ୍କୁ ସହାୟକ ହେବ ବୋଲି ଆଲୋଚନା ହେଉଛି।