Download Now Banner

This browser does not support the video element.

ଅନୁଗୋଳ: ବାଗେଡ଼ିଆରେ ହେଉଥିବା ଗଣେଶ ପୂଜାରେ ଯୋଗ ଦେଲେ ଛେଣ୍ଡିପଦା ବିଧାୟକ

Anugul, Angul | Sep 1, 2025
ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ନିର୍ବାଚନ ମଣ୍ଡଳୀ ସ୍ଥିତ ବାଗେଡିଆ ଠାରେ ଅନୁଷ୍ଠିତ ଗଣେଶ ପୂଜା ଉତ୍ସବରେ ପ୍ରଭୁ ଶ୍ରୀ ଗଣେଶଙ୍କ ଦର୍ଶନ କରିବା ସହ ସମସ୍ତଙ୍କ ସୁଖମୟ ଜୀବନ ପାଇଁ ପ୍ରାର୍ଥନା କରିଛନ୍ତି ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରା। ବିଧାୟକଙ୍କ ସହିତ ସ୍ଥାନୀୟ ଯୁବ ଗୋଷ୍ଠୀ ଓ ବିଜେପି ନେତା ମାନେ ଯୋଗ ଦେଇଥିଲେ।
Read More News
T & CPrivacy PolicyContact Us