Download Now Banner

This browser does not support the video element.

କୋରାପୁଟ ସହର: ଓଏମପି ଛକରେ ଚିପସ୍ ଅନଲୋଡ ସମୟରେ ଓଲଟିଲା ଡାଲା ଅଳ୍ପକେ ବର୍ତିଲେ ଡ଼୍ରାଇଭର

Koraput Town, Koraput | Sep 6, 2025
କୋରାପୁଟ ଓଏମପି ଛକରେ ଟ୍ରାକ୍ଟର ଚିପସ ଅନଲୋଡ କରିବା ସମୟରେ ଘଟିଛି ଦୁର୍ଘଟଣା। ଡାଲା ପଲଟି ଯିବାରୁ ଅଳ୍ପକେ ବର୍ତ୍ତିଛନ୍ତି ଡ଼୍ରାଇଭର ସହ ଉପସ୍ଥିତ ଶ୍ରମିକ। ଆଜି ଦିନ ୨ଟା ସମୟରେ ଓଲଟିଥିବା ଥିବା ଟ୍ରାକ୍ଟରକୁ ସାମାନ୍ୟ କରିଥିବା ଜଣାପଡିଛି। ଦୁର୍ଘଟଣାରେ କାହାରିକୁ ଆଘାତ ଲାଗିନଥିବା ସୂଚନା ମିଳିଛି।
Read More News
T & CPrivacy PolicyContact Us