Download Now Banner

This browser does not support the video element.

ଭଦ୍ରକ ଗ୍ରାମାଞ୍ଚଳ: ମତୋ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଚାଷାଖଣ୍ଡ ଗ୍ରାମ ର ରାସ୍ତା ଖୋଳା କୁ ନେଇ ମତପ୍ରକାଶ କରିଛନ୍ତି।ଅଭୟ ସାହୁ

Bhadrak Rural, Bhadrak | Sep 8, 2025
ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ମତୋ ଗ୍ରାମ ପଞ୍ଚାୟତ ଚଷାଖଣ୍ଡ ଗ୍ରାମ ର ମତୋ ଉଚ୍ଚ ବିଦ୍ୟାଳୟ ର ଫାଟକ ନିକଟ ଗ୍ରାମ କୁ ମୁଖ୍ୟ ରାସ୍ତା ରେ ଜରୁରୀ କାଳୀନ ଗାଡ଼ି ହେଉ ଅବା ଅଙ୍ଗନୱାଡ଼ି ଛୁଆଙ୍କ ଠାରୁ ଆରମ୍ଭ କରି ସ୍କୁଲ କଲେଜ ପିଲା ଓ ବୃଦ୍ଧ ବୃଦ୍ଧା ଯିବାଆସିବା ରେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ, ଆଜି ମତୋ ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ଅଭୟ ସାହୁ ମତପ୍ରକାଶ କରିଛନ୍ତି। ଆଜି ଦିନ ୨ ଘଟିକା ସମୟରେ ମତପ୍ରକାଶ କରିଛନ୍ତି।
Read More News
T & CPrivacy PolicyContact Us