Download Now Banner

This browser does not support the video element.

ପୋଲସରା: ମଧୁପଲ୍ଲୀ ଗ୍ରାମର ଜଣେ ମୃତକ ଙ୍କ ପରିବାରକୁ ଭେଟିବା ସହ ଗ୍ରାମର ଦଳୀୟ କର୍ମୀ ଙ୍କ ସହିତ ସଂଗଠନ ନେଇ ଆଲୋଚନା କଲେ ପୂର୍ବତନ ମନ୍ତ୍ରୀ

Polasara, Ganjam | Sep 9, 2025
ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ମଧୁପଲ୍ଲୀ ଗ୍ରାମ ଗ୍ରସ୍ତ କରିଛନ୍ତି ପୋଲସରା ପୂର୍ବତନ ବିଧାୟକ ତଥା ପୂର୍ବତନ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ l ସେ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ଙ୍କ ପକ୍ଷରୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା l ଏହାପରେ ଗ୍ରାମର ଦଳୀୟ କର୍ମୀ ଙ୍କ ସହ ଦଳ ସଂଗଠନ ନେଇ ସେ ଏକ ବୈଠକ ଆୟୋଜନ କରିଥିଲେ l ପରେ ଗ୍ରାମର ଜଣେ ମୃତକ ଙ୍କ ପରିବାର କୁ ସାକ୍ଷାତକରୀ ସମବେଦନା ଜଣାଇଛନ୍ତି l
Read More News
T & CPrivacy PolicyContact Us