Download Now Banner

This browser does not support the video element.

ପାଟଣାଗଡ: ମନେଇପାଦ ହାଇସ୍କୁଲ ନିକଟରେ ଟ୍ରାନ୍ସଫର୍ମର ଚୋରି, ସ୍ଥାନୀୟ ଥାନାରେ ଅଭିଯୋଗ

Patnagarh, Balangir | Jun 11, 2025
ଗତ କାଳି ରାତିରେ ପାଟଣାଗଡ଼ ବ୍ଳକ ଅନ୍ତର୍ଗତ ମନେଇପାଦ ଗ୍ରାମ ହାଇସ୍କୁଲ ନିକଟରେ ଥିବା ଟ୍ରାସଫରମର କୁ କେହି ଚୋରି କରିନେଇଥିବାର ବୁଧବାର ସକାଳେ ଗ୍ରାମ ବାସୀ ଦେଖିବାକୁ ପାଇଥିଲେ । ଏନେଇ ବୁଧବାର ପୂର୍ବାହ୍ନ ୧୧ଟା ସମୟରେ ପାଟଣାଗଡ଼ ଥାନା ରେ ଗ୍ରାମ ବାସୀ ଅଭିଯୋଗ କରିଛନ୍ତି ।
Read More News
T & CPrivacy PolicyContact Us