Download Now Banner

This browser does not support the video element.

ପାରଳାଖେମୁଣ୍ଡି: ସୁଭାଷ ନଗର ଛକ ଠାରେ ବସ ଧକ୍କାରେ ପେପର ହକର ଗୁରୁତ୍ତର

Paralakhemundi, Gajapati | Sep 10, 2025
ସୁଭାଷ ନଗର ଛକ ଠାରେ ବସ ଧକ୍କାରେ ପେପର ହକର ଗୁରୁତ୍ତର। ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସ୍ଥିତ ସୁଭାଷ ନଗର ଛକ ଠାରେ ବସ ଧକ୍କାରେ ପେପର ହକର ଗୁରୁତ୍ତର ଥିବା ଦେଖିବାକୁ ମିଳିଛି। ଗୁରୁତ୍ତର ଜଣଙ୍କ ହେଲେ ସୁବ୍ରତ ବିଶୋଇ ବୋଲି ଜାଣିବାକୁ ମିଳିଛି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବସଟି ପାରଳାଖେମୁଣ୍ଡି ଠାରୁ କାଶୀନଗର ଅଭିମୁଖେ ଯାଉଥିବା ବେଳେ କୌଣସି ଏକ କାରଣରୁ ଯୁବକ ଜଣଙ୍କ ବସର ପଛ ଚକରେ ପଡ଼ି ଯାଇଥିବା ଯୋଗୁଁ ତାଙ୍କର ଗୋଡରେ ଆଘାତ ଲାଗିଥିଲା। ପରେ ଉକ୍ତ ଯୁବକଙ୍କୁ ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ପ୍ରାଥମିକ ଚିକିତ୍ସା କରିବା ପରେ ଉତ୍ତମ ଚିକିତ୍ସା ପା
Read More News
T & CPrivacy PolicyContact Us