Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଅପରେସନ୍ ଅନ୍ବେଷଣ ସମ୍ପର୍କ ଭୁବନେଶ୍ୱର ନୟାପଲ୍ଲୀରେ ପ୍ରତିକ୍ରିୟା ରଖିଲେ ଶିଶୁ ଅଧିକାର କର୍ମୀ ବେଣୁଧର ସେନାପତି
Bhubaneswar M Corp, Khordha | Sep 2, 2025
ଅପରେସନ୍ ଅନ୍ବେଷଣ ନେଇ ନିଜ ପ୍ରତିକ୍ରିୟା ରଖିଛନ୍ତି ଶିଶୁ ଅଧିକାର କର୍ମୀ ବେଣୁଧର ସେନାପତି | ସେ କହିଛନ୍ତି ଅନ୍ବେଷଣକୁ ନିରନ୍ତର ପ୍ରୟାସ ଭାବରେ ଚଳାଇବାକୁ ସଙ୍କଳ୍ପବଦ୍ଧ । ସମୟାନୁସାରେ ବିଶେଷ ଅଭିଯାନ ପ୍ରଚଳିତ ହେବା ସହିତ ଜନସାଧାରଣଙ୍କ ସହିତ ବିଶ୍ୱାସ ବୃଦ୍ଧି, ପ୍ରତିରୋଧମୂଳକ ବ୍ୟବସ୍ଥା, ସଚେତନତା କାର୍ଯ୍ୟକ୍ରମ ଏବଂ ଆଧୁନିକ ପ୍ରଯୁକ୍ତିର ବ୍ୟବହାରକୁ ଅଧିକ ସୁଦୃଢ଼ କରାଯିବ |
Share
Read More News
T & C
Privacy Policy
Contact Us
Your browser does not support JavaScript!