Download Now Banner

This browser does not support the video element.

କେନ୍ଦ୍ରାପଡା: ପାଟକୁରା ତଳକୁସୁମା ସ୍ଥିତ ବିଜୟ ମହାପାତ୍ରଙ୍କ ବାସଭଵନରେ ବିଜୟ ସେନାର ବୈଠକରେ ଯୋଗଦେଲେ ବିଧାୟକ ଅରବିନ୍ଦ ମହାପାତ୍ର

Kendrapara, Kendrapara | May 5, 2025
ଆଜି ସନ୍ଧ୍ୟା ୭ଟା ସମୟରେ ବିଜୟ ସେନାର ଗୁରୁତ୍ଵପୂର୍ଣ୍ଣ ବୈଠକ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ପୌରହିତରେ ଅନୁଷ୍ଠିତ ହୋଇଯିବା ସହିତ ଆଗାମୀ ରଣନୀତି ସମ୍ପର୍କରେ ଆଲୋଚନା କରାଗଲା।ଏହି ବୈଠକ ରେ ବିଜୟ ସେନାର ଏକାଧିକ କର୍ମକର୍ତ୍ତା ଓ କର୍ମୀ ଯୋଗଦେଇଥିବା ଦେଖିବାକୁ ମିଳିଛି
Read More News
T & CPrivacy PolicyContact Us