Install App
dhenkanalknagar
This browser does not support the video element.
କାମାକ୍ଷାନଗର: ଯମୁନାକୋଟ ନିକଟରେ ମୃତଦେହ ଉଦ୍ଧାର ଘଟଣା ଶନିବାର ୧୦ଟାରେ ବିଧାୟକ ପହଂଚି ବୁଝାଇବା ପରେ ହଟିଲା ରାସ୍ତାରୋକ
Kamakshyanagar, Dhenkanal | Sep 13, 2025
ଯମୁନାକୋଟ ନିକଟରେ ମୃତଦେହ ଉଦ୍ଧାର ଘଟଣା ଶନିବାର ୧୦ଟାରେ ବିଧାୟକ ପହଂଚି ବୁଝାଇବା ପରେ ହଟିଲା ରାସ୍ତାରୋକ ।ଜାତୀୟ ରାଜପଥ ୫୩ଯମୁନାକୋଟ ନିକଟରେ ରାସ୍ତା କଡରେ ଜଣେ ବ୍ୟକ୍ତିଙ୍କର ମୃତଦେହ ପଡ଼ିଥିବା ବେଳେ ପାଖରେ ଦୁର୍ଘଟଣା ଗ୍ରସ୍ତ ବାଇକ ମଧ୍ୟ ପଡିଥିଲା ।ଏହାକୁ ପ୍ରତିବାଦ କରି ରାସ୍ତାରୋକ କରିଥିଲେ ଲୋକେ ଶନିବାର ବିଧାୟକ ଶତ୍ରୁଘନ ଜେନା ପହଞ୍ଚିବାପରେ ରାସ୍ତାରୋକ ହଟିଲା ।
Share
Read More News
T & C
Privacy Policy
Contact Us
Your browser does not support JavaScript!