Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ବରମୁଣ୍ଡା ଅଞ୍ଚଳରୁ 155 ଗ୍ରାମ ବ୍ରାଉନସୁଗର ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ

Bhubaneswar M Corp, Khordha | Oct 8, 2025
ବରମୁଣ୍ଡା ଅଞ୍ଚଳରୁ 155 ଗ୍ରାମ ବ୍ରାଉନସୁଗର ଜବତ, ଜଣଙ୍କୁ ଗିରଫ କଲା ଅବକାରୀ ଥାନା ପୋଲିସ | ବିଶେଷ ସୂତ୍ରରୁ ସୂଚନା ପାଇ ଅବକାରୀ ଥାନା ପୋଲିସ ବରମୁଣ୍ଡା ଅଞ୍ଚଳରେ ଅତର୍କିତ ଚଢ଼ଊ କରିଥିଲେ | ଜଣେ ବ୍ରାଉନସୁଗର ବେପାରୀ ମୋଟରସାଇକେଲ ରେ ବୁଲି ବ୍ରାଉନସୁଗର ବେପାର କରୁଥିବା ବେଳେ ମାଡି ବସିଥିଲା ଅବକାରୀ ଥାନା ପୋଲିସ | ତାଙ୍କ ନିକଟରୁ 155ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା ଏବଂ ଗୋଟିଏ ମୋଟର ସାଇକେଲ ଜବତ କରିଥିଲା ଅବକାରୀ ଥାନା ପୋଲିସ | ଗିରଫ ଅଭିଯୁକ୍ତ ହେଉଛନ୍ତି ଏସ କେ ଆରିଫ | ତାଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳରେ |
Read More News
T & CPrivacy PolicyContact Us