Install App
newsjajpur9124
This browser does not support the video element.
ବଡଚଣା: ଯାଜପୁର ଟାଉନ ସ୍ଥିତ ଯଯାତି କେଶରୀ ମେଡିକାଲ କଲେଜ ପକ୍ଷରୁ ନୂତନ ମେଡିସିନ ଓପିଡି ଓ ସିଟି ସ୍କାନ ମେସିନ୍ ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ
Badachana, Jajpur | Sep 12, 2025
ଯାଜପୁର ଟାଉନ ସ୍ଥିତ ଯଯାତି କେଶରୀ ମେଡିକାଲ କଲେଜ ପକ୍ଷରୁ ନୂତନ ମେଡିସିନ ଓପିଡି ଓ ସିଟି ସ୍କାନ ମେସିନ୍ ଶୁଭ ଉଦଘାଟନ ଉତ୍ସବ ଅନୁଷ୍ଠିତ ହେଇଯାଇଛି l ମେଡିକାଲ କଲେଜର ଅଧ୍ୟକ୍ଷଙ୍କ ନେତୃତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଓ ଜିଲ୍ଲାପାଳ ଅମ୍ବର କୁମାର କର ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଏହି ଅବସରରେ ଉପସ୍ଥିତ ଅତିଥି ମାନେ କଲେଜ ପରିସରରେ 5ଶହ ଶଯ୍ୟା ବିଶିଷ୍ଟ ନୂତନ ଶିକ୍ଷାଅନୁଷ୍ଠାନ ଜନ ସାଧାରଣ ମାନଙ୍କ ଉଦେଶ୍ୟ ରେ ଉଦଘାଟନ କରିଥିଲେ l
Share
Read More News
T & C
Privacy Policy
Contact Us
Your browser does not support JavaScript!