This browser does not support the video element.
ଭଦ୍ରକ ଗ୍ରାମାଞ୍ଚଳ: ଭଦ୍ରକ ଜିଲ୍ଲାରେ ବନ୍ୟା କ୍ଷୟ କ୍ଷତି ବାବଦରେ ପ୍ରତିକ୍ରିୟା ରଖିଛନ୍ତି ଜିଲ୍ଲାପାଳ ଦିଲ୍ଲୀ୍ପ ରାଉତରାୟ
Bhadrak Rural, Bhadrak | Aug 31, 2025
ଭଦ୍ରକ ଜିଲ୍ଲାରେ ବୈତରଣୀ ନଦୀର ବନ୍ୟା ରେ କ୍ଷୟ କ୍ଷତି ଅକାଳନ କରିଛନ୍ତି ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ, ଆଜି ଦିନ 11 ଘଟିକା ସମୟରେ ଟାଉନ ହଲ ଠାରେ ପ୍ରତିକ୍ରିୟା ରେ କହିଛନ୍ତି ଜିଲ୍ଲାପାଳ, ଭଦ୍ରକ ଜିଲ୍ଲାରେ ଧାମନଗର ଓ ଭଣ୍ଡାରିପୋଖରୀ ବ୍ଲକ ରେ 33ଭାଗ ଚାଷ ଜମି ର କ୍ଷୟ କ୍ଷତି ହୋଇଥିବା ବେଳେ କିଛି ଲୋକଙ୍କ ଗୁହାଳ ଘର ରହିବା ଘର ନଷ୍ଟ ହୋଇଛି, ଚାନ୍ଦବାଲି ରେ 4 ପଂଚାୟତ କ୍ଷତିଗ୍ରସ୍ତ ହୋଇଛି, ବନ୍ୟା ପ୍ରଭାବିତ କ୍ଷୟ କ୍ଷତି ର ଅଧିକ ଆକଳନ ପାଇଁ ରାଜସ୍ବ ଅଧିକାରୀଙ୍କ ସହ ବ୍ଲକ ସ୍ଥରୀୟ କୃଷି ଅଧିକାରୀ ନିୟୋଜିତ ହୋଇଛନ୍ତି, ଆସନ୍ତା 2 ତାରିଖରେ ସ୍ପଷ୍ଟ ଭାବେ ରିପୋର୍ଟ ଦିଆଯିବ