Download Now Banner

This browser does not support the video element.

ସୁନ୍ଦରଗଡ ସହର: ଜିଲ୍ଲାପାଳଙ୍କ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ଓ ଯାଞ୍ଚ

Sundargarh Town, Sundargarh | Sep 1, 2025
ଆଜି ସେପ୍ଟେମ୍ବର 1 ତାରିଖ ସୋମବାର ପୂର୍ବାହ୍ନ 11 ଟା ପାଖାପାଖି ସମୟରେ ସୁନ୍ଦରଗଡ଼ ଜିଲ୍ଲାପାଳ ଅଚାନକ ହେମଗିର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟକୁ ପଶି ରାଣ୍ଡାମ ଚେକିଙ୍ଗ କରିଥିଲେ। ଠିକ୍ ଭାବେ ସ୍ବାସ୍ଥ୍ୟ ସେବା ଳୋକଙ୍କୁ ମିଳୁଛି କି ନାହିଁ, ଡ଼ାକ୍ତର ମାନେ ରୋଗୀଙ୍କୁ ସଠିକ୍ ଓ ଉପଯୁକ୍ତ ଚିକିତ୍ସା ଦେଉଛନ୍ତି କି ନାହିଁ, ଏହା ସହ ଡାକ୍ତର ଖାନାରେ ଥିବା ଅସୁବିଧା ଗୁଡିକ ଉପରେ ପଚାରି ବୁଝି ଥିଲେ। ଜିଲ୍ଲାପାଳ ଡକ୍ଟର ଶୁଭଂକର ମହାପାତ୍ରଙ୍କ ଏହି ପରିଦର୍ଶନ ସମୟରେ ଉପ ଜିଲ୍ଲାପାଳ ତେଜସ୍ଵୀନୀ ବେହେରା, CDMO ପ୍ରମୁଖ ଅଧିକାରୀ ମାନେ ଉପସ୍ଥିତ ଥିଲେ।
Read More News
T & CPrivacy PolicyContact Us