Download Now Banner

This browser does not support the video element.

ଝାରସୁଗୁଡା: ପୁଞ୍ଜିପଥର ନିକଟ ଓପିଟିସିଏଲ ଗ୍ରୀଡ଼ ରୁ ଡ଼କାୟତି ଉଦ୍ୟମବେଳେ ୫ ଅଭିଯୁକ୍ତ ଗିରଫ

Jharsuguda, Jharsuguda | Sep 8, 2025
ଜାତୀୟ ରାଜପଥ-୪୯ ଝାରସୁଗୁଡା ଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ ପୁଞ୍ଜିପଥର ନିକଟ ଓପିଟିସିଏଲ ଗ୍ରୀଡ଼ ରୁ ଡ଼କାୟତି ଉଦ୍ୟମବେଳେ ୫ ଅଭିଯୁକ୍ତ ଗିରଫ l ଗିରଫ ଅଭିଯୁକ୍ତ ମାନେ ପଶ୍ଚିମବଙ୍ଗ ର ଉସଦାର ଅଲି, କଲମ ସେକ, ଅବଦୁଲ ଜବ୍ବାର ଶେକ, ୱାସିମ ଆକ୍ରମ ଏବଂ ମଧ୍ୟପ୍ରଦେଶ ର ରାଜୁ ବର୍ମା ବୋଲି ଲଖନପୁର ପୋଲିସ ଆଜି ସୋମବାର ସନ୍ଧ୍ୟା ୬ ଟା ୩୦ ରେ ସୂଚନା ଦେଇଛି l ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ ଅଭିଯୁକ୍ତ ମାନେ ପୁଞ୍ଜି ପଥର ଓପିଟିସିଏଲ ଗ୍ରୀଡ଼ ରୁ ଡକାୟତି ଉଦେଶ୍ୟରେ ରୁଣ୍ଡ ହୋଇଥିଲେ l
Read More News
T & CPrivacy PolicyContact Us