This browser does not support the video element.
ଅନୁଗୋଳ: କୋଲିୟରି ଥାନା ଅଞ୍ଚଳରୁ ସାତ ଗ୍ରାମର ବ୍ରାଉନ ସୁଗାର ଜବତ, ତିନି ଗିରଫ
Anugul, Angul | Sep 9, 2025
କୋଲିୟରୀ ପିଏସ୍ ମାମଲା ନଂ ୫୬୫ ତାରିଖ ୯.୯.୨୦୨୫ ଧାରା ୨୧(ବି)/୨୯ ଏନଡିପିଏସ୍ ଆଇନ ଅନୁଯାୟୀ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ମାନ୍ୟବର କୋର୍ଟକୁ ପଠାଯାଇଥିଲା। ଜବତ ସାମଗ୍ରୀଗୁଡ଼ିକ ହେଉଛି ୧. ୦୭ ଗ୍ରାମ ବ୍ରାଉନ୍ ସୁଗାର ୨. ନଗଦ ଟଙ୍କା ୨୯୫୫୦/- ୩. ଏକ ରୟାଲ୍ ଏନଫିଲ୍ଡ ବୁଲେଟ୍ ମୋଟରସାଇକେଲ୍ ୪. ମୋବାଇଲ୍ ଫୋନ୍ ଦୁଇଟି ଜବତ କରିଛି।