This browser does not support the video element.
ସମ୍ବଲପୁର ମ୍ୟୁନିସିପାଲଟି: ‘ଓଡ଼ିଶା ସାଂସ୍କୃତିକ ସମାଜ’ ଦ୍ୱାରା ଆୟୋଜିତ “ନୂଆଁଖାଇ ଭେଟଘାଟ୍- ୨୦୨୫” କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
Sambalpur M, Sambalpur | Aug 28, 2025
ସମ୍ବଲପୁରରେ ‘ଓଡ଼ିଶା ସାଂସ୍କୃତିକ ସମାଜ’ ଦ୍ୱାରା ଆୟୋଜିତ “ନୂଆଁଖାଇ ଭେଟଘାଟ୍- ୨୦୨୫” କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ l ଏହାସହ ଓଡିଶା ସରକାରଙ୍କ ଦୁଇ କ୍ୟାବିନେଟ ମନ୍ତ୍ରୀ ସୁରେଶ ପୂଜାରୀ, ରବି ନାଏକଙ୍କ ସହ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର l ଏହି ଅବସରରେ ଅତିଥି ମାନେ ଅନେକ ପ୍ରତିଭାବାନ ବ୍ୟକ୍ତିବିଶେଷ ଓ ଅନୁଷ୍ଠାନକୁ “ନୂଆଁଖାଇ” ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମ୍ବଲପୁରର ପ୍ରତିଚ୍ଛବିକୁ ବିଶ୍ୱ ଦରବାରରେ ପହଞ୍ଚାଇବା ପାଇଁ ଆମେ ସମସ୍ତେ ଏକାଠି ହୋଇ ନିଜର ଦାୟିତ୍ୱ ନିର୍ବାହ କରିବା ବୋଲି କେନ୍ଦ୍ରମନ୍ତ୍ରୀ