Download Now Banner

This browser does not support the video element.

ସୁନ୍ଦରଗଡ ସହର: ଲୁହୁରା ଢିପା ବସ ଷ୍ଟାଣ୍ଡ ନିକଟ ଗଭୀର ଡ୍ରେନ ଭିତରୁ ଗୁରୁତର ଅବସ୍ଥାରେ ଏକ ଗାଈ ଅଗ୍ନି ଶମ ବାହିନୀ ଦ୍ଵାରା ଉଦ୍ଧାର

Sundargarh Town, Sundargarh | Sep 13, 2025
ଆଜି ସେପ୍ଟେମ୍ୱର 13 ତାରିଖ ଶନିବାର ସନ୍ଧ୍ୟା 5 ଟା ପାଖାପାଖି ସମୟରେ ଅଗ୍ନି ଶମ ବାହିନୀ କର୍ମୀଙ୍କ ଦ୍ଵାରା ଏହି ଗାଈ ଉଦ୍ଧାର ହୋଇଛି। ତେବେ ଏହି ଗାଈ କେତେ ବେଳେ ଡ୍ରେନ ବା ଗଭୀର ନାଳରେ ପଡ଼ିଥିଲା ତାହା କାହାରିକୁ ଜଣା ନାହିଁ। ମାତ୍ର ଜୀବନ ବିକଳରେ ସେ ରଡ଼ି କରୁଥିବା ବେଳେ ସେହି ଶବ୍ଦ ଶୁଣି ସ୍ଥାନୀୟ ସମାଜ ସେବୀ ସୁକାନ୍ତ ରୋହି ଦାସ ଶବ୍ଦ ବାରି ଘଟଣା ସ୍ଥଳରେ ପହଞ୍ଚି ଥିଲେ। ଏକ ବିରାଟ କାୟ ଗାଈ ଉପରକୁ ଆସିବାକୁ ଚେଷ୍ଟା କରି ରଡ଼ି ଛାଡୁଥିବା ଦୃଶ୍ୟ ଦେଖିବା ପରେ ସେ ତୁରନ୍ତ ସୁନ୍ଦରଗଡ଼ ଅଗ୍ନି ଶମ ବାହିନୀକୁ ସୂଚନା ଦେଇଥିଲେ। ସୂଚନା ପାଇବାର 10 ମିନିଟ ମଧ୍ୟରେ ଦମକଳ ବାହିନୀ
Read More News
T & CPrivacy PolicyContact Us