Download Now Banner

This browser does not support the video element.

ବୌଦ୍ଧ ସଦର: ହରିପୁର ଗ୍ରାମରେ ମୋବାଇଲ ଚୋରକୁ ଧରି ଉତ୍ତମ ମଧ୍ୟମ ଦେବା ପରେ ପୋଲିସକୁ ଜିମା ଦେଲେ ଗ୍ରାମବାସୀ

Baudh Sadar, Boudh (Bauda) | Aug 28, 2025
ବୁଧବାର ବିଳମ୍ବିତ ରାତିରେ ବୌଦ୍ଧ ବ୍ଲକ ହରିପୁର ଗ୍ରାମରେ ଜଣେ ମୋବାଇଲ୍ ଚୋରକୁ ଧରି ଉତ୍ତମ ମଧ୍ୟମ ଦେବା ପରେ ପୋଲିସକୁ ଗ୍ରାମବାସୀ ଜିମା ଦେଇଛନ୍ତି l ମିଳିଥିବା ସୂଚନା ଅନୁଯାୟୀ ହରିପୁର ଗ୍ରାମର ହଳଧର ମେହେରଙ୍କ ଘରେ ଚାର୍ଜରେ ବସିଥିବା ମୋବାଇଲ ହୋଇଥିବା ବେଳେ ଦୁଇ ଯୁବକଙ୍କୁ ସନ୍ଦେହ କରି ଉତ୍ତମ ମଧ୍ୟମ ଦେଇ ପୋଲିସକୁ ଜିମା ଦେଇଛନ୍ତି l
Read More News
T & CPrivacy PolicyContact Us