This browser does not support the video element.
ବରୀ ରାମଚନ୍ଦ୍ରପୁର: ବେଆଇନୀ ବାଣ ତିଆରୀ ଗୋଦାମ ଉପରେ ଚଢ଼ାଉକୁ ନେଇ ଯାଜପୁର ଟାଉନ ଥାନାରେ ସୂଚନା ଦେଲେ ଏସଡିପିଓ
Bari Ramachandrapur, Jajpur | Sep 25, 2025
ବେଆଇନୀ ବାଣ ତିଆରୀ ଗୋଦାମ ଉପରେ ଚଢ଼ାଉକୁ ନେଇ ଯାଜପୁର ଟାଉନ ଥାନାରେ ସୂଚନା ଦେଲେ ଏସଡିପିଓ l ଯାଜପୁର ବ୍ଲକ ବାସୁଦେବପୁର ପଞ୍ଚାୟତର କାଳୀକୋଇଲି ଅଂଚଳରେ ବେଆଇନ ବାଣ ତିଆରି ସମୟରେ ଯାଜପୁର ପୋଲିସର ରେଡ । ଯାଜପୁର ପୋଲିସ ସାମ୍ବାଧିକ ସମିଳନୀ ରେ ସୂଚନା ଦେଇଛନ୍ତି । ଯାଜପୁର୍ ବ୍ଲକ୍ ବାସୁଦେବପୁର ପଞ୍ଚାୟତର କାଳୀକୋଇଲି ଅଂଚଳରେ ବର୍ଷ ତମାମ ବେଆଇନଭାବେ ବାଣ ଭିଡାଯାଉଥିବା ବେଳେ ଆଜି ଖବରପାଇ ଯାଜପୁର ଟାଉନ ଥାନା ପୋଲିସ୍ ପକ୍ଷରୁ ପୁରା ଅଞ୍ଚଳକୁ ତନ୍ନତନ କରି ଯାଞ୍ଚ କରାଯାଇଥିଲା। ଯାହା ଫଳରେ ପର୍ଯ୍ୟାପ୍ତ ପରିମାଣର ବାରୁଦ ଏବଂ ବାଣ ଜବତ କରିବାରେ ସଫଳ ହୋଇଛି ପୋଲିସ୍ ।