Download Now Banner

This browser does not support the video element.

ହିଞ୍ଜିଳି: ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ଶେରଗଡ଼ ବସଷ୍ଟାଣ୍ଡ ଠାରେ ନିର୍ମାଣ ହୋଇଥିବା ଗଣେଶ ମେଢ଼ ଦର୍ଶନ କରିଛନ୍ତି ବିଜେପି ନେତା ଶିଶିର ମିଶ୍ର

Hinjili, Ganjam | Sep 3, 2025
ଗଞ୍ଜାମ ଜିଲ୍ଲା ଏବେ ଗଜାନନ ଙ୍କ ପୂଜା ପାଇଁ ଚଳ ଚଞ୍ଚଳ, ଆଜିକୁ ଆଠ ଦିନ ହେବ ସବୁଠି ପୂଜା ପାଉଛନ୍ତି ବିଘ୍ନରାଜ ଗଣେଶ. ସେହିପରି ହିଞ୍ଜିଳି କାଟୁ ନିର୍ବାଚନ ମଣ୍ଡଳୀର ଶେରଗଡ଼ ବ୍ଲକ ବସଷ୍ଟାଣ୍ଡ ଠାରେ ସର୍ବ ପୁରାତନ ପୂଜା କମିଟି ପକ୍ଷରୁ ନିର୍ମାଣ ହୋଇଥିବା ଗଣେଶ ପୂଜା ମଣ୍ଡପ ଦର୍ଶନ କରି ଠାକୁରଙ୍କ ଆଶିଷ ଲାଭ କରିବା ସହ ନିର୍ବାଚନ ମଣ୍ଡଳୀର ଜନସାଧାରଣ ସୁଖ ସମୃଦ୍ଧି ପାଇଁ ପ୍ରାଥନା କରିଛିନ୍ତି ଶ୍ରୀ ମିଶ୍ର।
Read More News
T & CPrivacy PolicyContact Us