Install App
khabarbhubaneswar
This browser does not support the video element.
ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲକ୍ଷ୍ମୀସାଗର ଅଂଚଳରେ ସାଇଟ୍ ମରାକୁ କେନ୍ଦ୍ର କରି ଦିପାଲି ହୋଟେଲ ମାଲିକ ଏବଂ ବସ୍ତି ବାସିନ୍ଦା ମୁହାଁମୁହିଁ
Bhubaneswar M Corp, Khordha | Aug 23, 2025
ସାଇଟ୍ ମରାକୁ କେନ୍ଦ୍ର କରି ରଣକ୍ଷେତ୍ର ପାଲଟିଲା ରାଜଧାନୀ | ସୂଚନା ଅନୁସାରେ ଲକ୍ଷ୍ମୀ ସାଗର ସ୍ଥିତ ଦିପାଲି ହୋଟେଲ ଆଣ୍ଡ ମାଲିକ ଓ ଷ୍ଟାଫ୍ ଯିବା ବେଳେ ବେଳେ ସାଇଟ୍ ମରାକୁ କେନ୍ଦ୍ର କରି ବସ୍ତି ବାସିନ୍ଦାଙ୍କ ସହିତ ବଚସା ହୋଇଛି | ହଟେଲ ଆଗରେ ଏନେଇ ସ୍ଥାନୀୟ ବସ୍ତି ବାସିନ୍ଦା ମାନେ ଉତ୍ୟକ୍ତ ହୋଇ ହୋ ହାଲ୍ଲା କରୁଥିବା ସୂଚନା | ବସ୍ତି ବାସିନ୍ଦା ଓ ହୋଟେଲ କର୍ମଚାରୀଙ୍କ ଭିତରେ ଝଗଡ଼ା ବଢ଼ିବାରୁ ଲକ୍ଷ୍ମୀ ସାଗର ପୋଲିସ ସେମାନଙ୍କୁ ବୁଝା ସୁଝା କରିଛି ଏବଂ ଘଟଣାର ତଦନ୍ତ ଆରମ୍ଭ କରିଛି |
Share
Read More News
T & C
Privacy Policy
Contact Us
Your browser does not support JavaScript!