Install App
belpahar_update
This browser does not support the video element.
ଝାରସୁଗୁଡା: ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡାରେ ହୋଇଥିବା କ୍ଷତିର କ୍ଷତିପୂରଣ ରାଶି ଆସିସାରିଥିବା ନେଇ ବିଟିଏମରେ ପ୍ରତିକ୍ରିୟା ଦେଲେ ବିଧାୟକ
Jharsuguda, Jharsuguda | Sep 4, 2025
କିଛି ଦିନ ପୂର୍ବରୁ ଲଗାଣ ବର୍ଷା ଯୋଗୁଁ ଝାରସୁଗୁଡା ଜିଲ୍ଲାରେ ହୋଇଥିବା କ୍ଷତି ର କ୍ଷତିପୁରଣ ରାଶି ରାଜ୍ୟ ସରକାରଙ୍କୁ ପକ୍ଷରୁ ଆସି ସାରିଛି l ରେକର୍ଡ ସମୟ ମଧ୍ୟରେ ଏହି କ୍ଷତିପୁରଣ ରାଶି ଆସିଛି ବୋଲି ଆଜି ଗୁରୁବାର ଅପରାହ୍ନ ୩ଟାରେ ଝାରସୁଗୁଡା ବିଧାୟକ ଟଙ୍କଧର ତ୍ରିପାଠୀ ଝାରସୁଗୁଡା ବିଟିଏମ ରେ ପ୍ରତିକ୍ରିୟା ଦେବା ସହ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଙ୍କୁ ଧନ୍ୟବାଦ ଦେବାସସ ପ୍ରତିକ୍ରିୟା ଦେଇଛନ୍ତି
Share
Read More News
T & C
Privacy Policy
Contact Us
Your browser does not support JavaScript!