Download Now Banner

This browser does not support the video element.

ବୌଦ୍ଧ ସଦର: ବାଉଁଶୁଣୀ ଠାରେ 13 ତମ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ

Baudh Sadar, Boudh (Bauda) | Sep 11, 2025
ବୁଧବାର ସନ୍ଧ୍ୟାରେ ବୌଦ୍ଧ ବ୍ଲକ ବାଉଁଶୁଣୀ ଠାରେ 13 ତମ ଗଜଲକ୍ଷ୍ମୀ ପୂଜା ପାଇଁ ଶୁଭ ସ୍ତମ୍ଭ ସ୍ଥାପନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି l ପୂଜକ ସଚ୍ଚିନ ପୁରୋହିତ ପୂଜା କାର୍ଯ୍ୟ ତୁଲାଇ ଥିବା ବେଳେ କର୍ତ୍ତା ଭାବରେ ପୂଜାରେ ଚିତ୍ତ ରଞ୍ଜନ ମହାରଣା ବସିଥିଲେ l ଆସନ୍ତା ଆଶ୍ବିନ ପୁର୍ଣ୍ଣିମା ଅବସରରେ ଗଜଲକ୍ଷ୍ମୀ ପୂଜା ହେବାକୁ ଥିବା ବେଳେ ଆଜି ଶୁଭ ସ୍ତମ୍ଭ ସ୍ଥାପନ ପରେ ପ୍ରସ୍ତୁତି ଆରମ୍ଭ ହୋଇଥାଏ |
Read More News
T & CPrivacy PolicyContact Us