This browser does not support the video element.
ଲାଞ୍ଜିଗଡ: ପ୍ରତାପ ପୁର ସ୍କୁଲ ପଡା ଠାରେ ସାମୁହିକ ନୂଆଁ ଖାଇ ସହ ନୂଆ ଖାଇ ଭେଟଘାଟ।
Lanjigarh, Kalahandi | Sep 2, 2025
ପଶ୍ଚିମ ଓଡିଶାର କୃଷି ଭିତ୍ତିକ ଗଣପର୍ବ ନୂଆଖାଇ ପ୍ରତ୍ୟେକ ବର୍ଷ ଭଳି ଭାଦ୍ରବମାସ ଶୁକ୍ଲପକ୍ଷ ପଞ୍ଚମୀ ତିଥିରେ ନୂଆଁ ଧାନ,ଚୁଡ଼ା, ନୂଆଁ କପଡା ସହ ଦେଶ ବିଦେଶ ଯାଇ ଥିବା ଲୋକେ ନିଜ ନିଜ ଘରକୁ ଫେରିଥାନ୍ତି।ବନ୍ଧୁ ପରିବାର ବର୍ଗଙ୍କ ସହିତ ଏକତ୍ରିତ ହୋଇ ନୂଆଁ ଖାଇ ପର୍ବ ପାଳନ କରିଥାନ୍ତି।ଉକ୍ତ ପର୍ବ ଦଶମୀ ତିଥି ରେ ଗଡ ଜାତ ଅଞ୍ଚଳର ଲୋକେ ନୂଆଁ ଖାଇ ପର୍ବ ପାଳନ କରିଥାନ୍ତି।ତା ପୂର୍ବରୁ ପଞ୍ଚମୀ ଓ ସପ୍ତମ ତିଥିରେ ବିଭିନ୍ନ ଅନ୍ୟ ଅଞ୍ଚଳରେ ପ୍ରଥମେ ନୂଆଁ ଖାଇ ଥାନ୍ତି ସେହି ପରି ପ୍ରତାପୁର ଠାରେ ନୂଆ ଖାଇ ସହ ଭେଟଘାଟ କାର୍ଯ୍ୟକ୍ରମ ଅନୁଷ୍ଠିତ।