Download Now Banner

This browser does not support the video element.

ଭୁବନେଶ୍ବର ମ୍ୟୁନିସିପାଲଟି କର୍ପୋରେସନ: ଲକ୍ଷ୍ମୀସାଗର ଅନ୍ତର୍ଗତ ଉପରସାହିରେ ଥିବା ଅଭିଯୁକ୍ତଙ୍କ ପାନ ଦୋକାନରୁ 2.5କେଜି ଗଞ୍ଜେଇ ଜବତ,ଜଣଙ୍କୁ ଗିରଫ କଲା ପୋଲିସ

Bhubaneswar M Corp, Khordha | Sep 2, 2025
ଲକ୍ଷ୍ମୀସାଗର ଅନ୍ତର୍ଗତ ଉପରସାହିରେ ଥିବା ଅଭିଯୁକ୍ତଙ୍କ ପାନ ଦୋକାନରୁ 2.5କେଜି ଗଞ୍ଜେଇ ଜବତ,ଜଣଙ୍କୁ ଗିରଫ କଲା ପୋଲିସ | ଏକ ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଆଧାରରେ, ଲକ୍ଷ୍ମୀସାଗର ଥାନାଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସମ୍ପୃକ୍ତ ଥାନାର ଏକ ସ୍ପେସାଲ ଟିମ୍ ସଦଳବଳେ ଲକ୍ଷ୍ମୀସାଗର ଅନ୍ତର୍ଗତ ଉପରସାହିରେ ଥିବା ଅଭିଯୁକ୍ତଙ୍କ ପାନ ଦୋକାନରେ ଅତର୍କିତ ଚଢ଼ଉ କରିବା ସହ ବେଆଇନ ଗଞ୍ଜେଇ ବିକ୍ରି ଅଭିଯୋଗରେ ଅଭିଯୁକ୍ତ କେଶବ ମହାନ୍ତିଙ୍କୁ ଆଜି 3.32ରେ ଗିରଫ କରିବାରେ ସକ୍ଷମ ହୋଇଥିଲେ । ଛାନବିନ ସମୟରେ ପୁଲିସ ତାଙ୍କ ହେପାଜତରୁ ମୋଟ ୨.୫ କେଜି ଗଞ୍ଜେଇ ଜବତ |
Read More News
T & CPrivacy PolicyContact Us