Download Now Banner

This browser does not support the video element.

ସହିଦ ନଗର: କେଶୁରା ସ୍ଥିତ କୁଇନ ସିଟି ବାରରେ ଗଣ୍ଡଗୋଳ, ତଦନ୍ତ କରୁଛି ବଡଗଡ଼ ଥାନା ପୋଲିସ

Saheednagar, Khordha | May 12, 2025
କେଶୁରା ସ୍ଥିତ କୁଇନ ସିଟି ବାରରେ ଗଣ୍ଡଗୋଳ, ତଦନ୍ତ କରୁଛି ବଡଗଡ଼ ଥାନା ପୋଲିସ | ରାଜଧାନୀରେ ପୁଣି ବାର୍ ରେ ଗଣ୍ଡଗୋଳ। ମଦ୍ୟପାନ କଲାବେଳେ ଗଣ୍ଡଗୋଳ। ଆଜି 4.54ରେ କେଶୁରା ସ୍ଥିତ କୁଇନ୍ ସିଟି ବାର୍ ରେ ହୋଇଛି ଗଣ୍ଡଗୋଳ । ଗଣ୍ଡଗୋଳରେ ଏକାଧିକ ଲୋକ ଆହତ। ଆହତଙ୍କୁ କ୍ୟାପିଟାଲ ହସ୍ପିଟାଲ ସ୍ଥାନାନ୍ତର। କୁଇନ୍ ସିଟି ବାରରେ ବଡ଼ଗଡ଼ ଥାନା ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି । ବାର ରେ ଲାଗିଥିବା ସମସ୍ତ ସିସି ଟିଭି ଫୁଟେଜ କୁ ମଧ୍ୟ ଯାଞ୍ଚ କରିବା ସହ ବାରର କର୍ମଚାରୀ ମାନଙ୍କୁ ପଚରା ଉଚରା କରୁଛି ପୋଲିସ |
Read More News
T & CPrivacy PolicyContact Us