Download Now Banner

This browser does not support the video element.

ତାଳଚେର ସଦର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଳଚେର ଖଣି ଉପ-ନିର୍ଦ୍ଦେଶକ ଧରଣୀଧର ନାୟକଙ୍କ ସରକାରୀ ଘରେ ଭିଜିଲାନ୍ସ ଚଢ଼ାଉ

Talcher Sadar, Angul | Sep 2, 2024
ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ସକାଳ ୯ଘଟିକା ସମୟରେ ତାଳଚେର ଖଣି ଉପ-ନିର୍ଦ୍ଦେଶକଙ୍କ ସରକାରୀ ଘର ସମେତ ୮ଟି ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିବା ଜଣାପଡିଛି l DDM ଧରଣୀଧର ନାୟକଙ୍କ ତାଳଚେର ସ୍ଥିତ ସରକାରୀ ବାସଭବନ, ଭୁବନେଶ୍ୱର, କେନ୍ଦୁଝର, ପୈତୃକ ଘର ଏବଂ ଅନ୍ୟାନ୍ୟ ସ୍ଥାନରେ ଚଢ଼ାଉ ଜାରି ରହିଛି l ତାଳଚେର ଘରୁ ନଗଦ ୫ଲକ୍ଷ ୫୮ହଜାର ୮୨୦ଟଙ୍କା ଜବତ କରାଯାଇଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ଚଢ଼ାଉ ଜାରି ରହିଛି l
Read More News
T & CPrivacy PolicyContact Us