Install App
usr04050397
This browser does not support the video element.
କେନ୍ଦୁଝର ସହର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବଢିଲା ବୈତରଣୀ ନଦୀର ଜଳସ୍ତର, ଆନନ୍ଦପୁର ନିକଟରେ ସତର୍କ ସୂଚନା ଉପରେ ପ୍ରବାହିତ
Kendujhar Town, Kendujhar | Aug 23, 2025
ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ବଢିଲା ବୈତରଣୀ ନଦୀର ଜଳସ୍ତର। ଆନନ୍ଦପୁର ନିକଟରେ ବୈତରଣୀ ନଦୀର ଜଳସ୍ତର ସତର୍କ ସୂଚନା ଉପରେ ପ୍ରଭାହିତ। ଆନନ୍ଦପୁର ଠାରେ ବୈତରଣୀ ନଦୀର ସତର୍କ ସୂଚନା ୩୭.୪୪୦ ମିଟର ଓ ବିପଦ ସଂକେତ ୩୮.୩୬୦ ମିଟର ଥିବା ବେଳେ ବର୍ତ୍ତମାନ ନଦୀର ଜଳସ୍ତର ୩୭.୮୦୦ ମିଟର ରହିଛି I
Share
Read More News
T & C
Privacy Policy
Contact Us
Your browser does not support JavaScript!