This browser does not support the video element.
ନୟାଗଡ: ନୟାଗଡ ପଠାଣି ସାମନ୍ତ ଅଡ଼ିଟୋରିଅମ ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ
Nayagarh, Nayagarh | Aug 31, 2025
ନୟାଗଡ ପଠାଣି ସାମନ୍ତ ଅଡ଼ିଟୋରିଅମ ଠାରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନୟାଗଡ ବିଧାୟକ, ଜ଼ିଲ୍ଲାପରିଷଦ ର ଅଧ୍ୟକ୍ଷ, ଅତିରିକ୍ତ SP, ମୁନିସିପାଲିଟି ର ଅଧ୍ୟକ୍ଷ, ଉପାଧ୍ୟାକ୍ଷ, ମୁନିସିପାଲିଟି ର ନିର୍ବାହୀ ଅଧିକାରୀ ଓ ସମସ୍ତ କାଉସିଲର ଉପସ୍ଥିତ ଥିଲେ। ସହର ର ସ୍ୱଛତା ଉପରେ ଆଲୋଚନା ହେଲା। ସହର କୁ କିଭଳି ସୌନ୍ଦର୍ଯ୍ୟ କରଣ କରାଯିବ ତାହାରି ଉପରେ ଆଲୋଚନା ହୋଇଥିଲା। ସ୍ୱଚ୍ଛତା ଉପରେ ଗୀତ ଓ ବକୃତା ପ୍ରତିଯୋଗିତା ହୋଇଥିଲା। କୃତି ଛାତ୍ର ଛତ୍ରୀ ଙ୍କୁ ପୁରସ୍କାର ବଣ୍ଟନ କରାଯାଇଛି। ଏ ନେଇ ଆଜି ପୂର୍ବାହ