Download Now Banner

This browser does not support the video element.

ବଡଚଣା: ବଡ଼ଚଣା ସ୍ଥିତ ବେଣାପୁର ପ୍ରାଥମିକ ବିଦ୍ୟାଳୟରେ ବ୍ରଜକିଶ୍ବର ସ୍ବେଛାସେବୀ ସଂଗଠକ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ,ଯୋଗଦେଲେ ବିଧାୟକ

Badachana, Jajpur | Sep 7, 2025
ବଡ଼ଚଣା ସ୍ଥିତ ବେଣାପୁର ପ୍ରାଥମିକ ବିଦ୍ୟାଳୟରେ ବ୍ରଜକିଶ୍ବର ସ୍ବେଛାସେବୀ ସଂଗଠକ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ,ଯୋଗଦେଲେ ବିଧାୟକ l ଆଜି ବ୍ରଜକିଶ୍ବର ସ୍ବେଛାସେବୀ ସଂଗଠକ ସଭାପତିଙ୍କ ନେତୃତ୍ୱରେ ଆୟୋଜିତ ରକ୍ତଦାନ ଶିବିରରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ l ଏଥିସହିତ ଆଜିର ଦିନରେ ରକ୍ତର ଆବଶ୍ୟକତାକୁ ଦୃଷ୍ଟିରେ ରଖି ସଂଗଠକର ଏଭଳି କାର୍ଯ୍ୟକୁ ଭୁରିଭୁରି ପ୍ରଶଂସା କରିଥିଲେ ଶ୍ରୀ ନାୟକ l ଏହି ଅବସରରେ ଅନେକ ଯୁବକ, ଯୁବତୀ ଯୋଗଦେଇ ରକ୍ତଦାନ କରିଥିଲେ l
Read More News
T & CPrivacy PolicyContact Us