This browser does not support the video element.
ଧର୍ମଗଡ: ପଣ୍ଡିଗାଁ ପଞ୍ଚାୟତ ଭବନ ଠାରେ ଜନ ଅଭିଯୋଗ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ
Dharamgarh, Kalahandi | Aug 25, 2025
ସୋମବାର କଲମପୁର ବ୍ଲକ ଅର୍ନ୍ତଗତ ପଣ୍ଡିଗାଁ ପଞ୍ଚାୟତ ଭବନ ଠାରେ ପଞ୍ଚାୟତ ସ୍ତରୀୟ ଜନ ଅଭିଯୋଗ ଶୁଣାଣୀ ଓ ସମାଧାନ ଶିବିର ଅନୁଷ୍ଠିତ ହେଇଯାଇଛି। ସରପଞ୍ଚ କବିତା ଜୈନ ଅଧ୍ୟକ୍ଷତା କରିଥିବାବେଳେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଜିତେନ୍ଦ୍ର କୁମାର ଶିବିର ପରିଚାଳନା କରିଥିଲେ। ପଞ୍ଚାୟତର ହିତାଧିକାରୀମାନେ ନିଜ ନିଜ ବ୍ୟକ୍ତିଗତ ଏବଂ ସାମୂହିକ ସମସ୍ୟାର ସମାଧାନ ପାଇଁ ଉପସ୍ଥିତ ଅଧିକାରୀଙ୍କୁ ଜଣାଇଥିଲେ।