This browser does not support the video element.
ନବରଙ୍ଗପୁର ପୋଲିସ ଷ୍ଟେସନ: ସହର ର ବିଭିନ୍ନ ଦୋକାନ ଆଉ ପେଟ୍ରୋଲ ପମ୍ପ ରେ ପୋଲିଥିନ ସହ ଟ୍ରେଡ଼ ଲାଇସେନ୍ସ ଯାଞ୍ଚ କରି ଜରିମାନା ଆଦାୟ କଲା ପ୍ରଶାସନ
Nabarangapur PS, Nabarangpur | Oct 8, 2025
ସହର ର ବିଭିନ୍ନ ଦୋକାନ ଆଉ ପେଟ୍ରୋଲ ପମ୍ପ ରେ ପୋଲିଥିନ ସହ ଟ୍ରେଡ଼ ଲାଇସେନ୍ସ ଯାଞ୍ଚ କରି ଜରିମାନା ଆଦାୟ କଲା ପ୍ରଶାସନ ସହର ସ୍ଥିତ ବିଭିନ୍ନ ହୋଟେଲ, ବେକେରି ଗ୍ରୋସରୀ ଦୋକାନ ଗୁଡିକରେ ଆଜି ପୋଲିଥିନି କୁ କଡା କଡ଼ି ଭାବେ ଯାଞ୍ଚ କରିଛନ୍ତି, ପୌର ନିର୍ବାହୀ ଅଧିକାରୀ ଶ୍ରୀ ଅଶୋକ କର୍ଣ୍ଣ ଏବଂ ଖାଦ୍ୟ ସୁରକ୍ଷା ଅଧିକାରୀ ଶ୍ରୀ ଅରୁଣ ମହାରଣା ପୋଲିଥିନ ସହ ବିଭିନ୍ନ ପେଟ୍ରୋଲ ପମ୍ପ ର ଟ୍ରେଡ଼ ଲାଇସେନ୍ସ ମଧ୍ୟ ଯାଞ୍ଚ କରଯାଇଥିଲା, ନିୟମ ଖିଲାପ କରିଥିବା କିଛି ଦୋକାନୀ ଙ୍କ ଠାରୁ ମୋଟ 11500 ଟଙ୍କା ର ଜୋରିମାନା ଆଦାୟ କରାଯାଇଥିଲା