This browser does not support the video element.
କେନ୍ଦୁଝର ସହର: ଉଖୁଣ୍ଡା ବଜାର ନିକଟରୁ ମଇଁଷି ବୋଝେଇ ପିକଅପ ଅଟକ
Kendujhar Town, Kendujhar | Sep 25, 2025
ବାରିଆ ଥାନା ଅନ୍ତର୍ଗତ ଉଖୁଣ୍ଡା ବଜାର ନିକଟରୁ ଗତ ରାତିରେ ଏକ ମଇଁଷି ବୋଝେଇ ପିକଅପ ଅଟକ ରଖିବା ସହ ସ୍ଥାନୀୟ ଲୋକେ ପୋଲିସକୁ ଜିମା ଦେଇଛନ୍ତି। ପୋଲିସ ତଦନ୍ତ ଜାରି ରଖିଛି।