Download Now Banner

This browser does not support the video element.

ରାଜଗାଙ୍ଗପୁର: ଗ୍ରାମସଭାର ବିନା ଅନୁମତିରେ ଡାଲମିଆ ସିମେଣ୍ଟ ର‌‌‌ ଜମି ଅଧିଗ୍ରହଣ ତହସିଲ ଅଫିସ ସମ୍ମୁଖରେ ବିରୋଧ ପ୍ରଦର୍ଶନ

Rajagangapur, Sundargarh | Sep 11, 2025
ସୁନ୍ଦରଗଡ଼ ଜିଲ୍ଲାର ରାଜଗାଙ୍ଗପୁର ସ୍ଥିତ ଲାଞ୍ଜିବେଣ୍ଣା ଠାରେ ଗ୍ରାମ ସଭାର ବିନା ଅନୁମତିରେ ଜମି ମାଲିକ ଙ୍କର ସହମତି ବିନା ଡାଲମିଆ ସିମେଣ୍ଟ ର‌‌‌ ଜମି ଅଧିଗ୍ରହଣ ପ୍ରକ୍ରିୟା କୁ ରାଜଗାଙ୍ଗପୁର ବ୍ଳକର କୁକୁଡ଼ା,କେଶ୍ରାମାଲ,ଅଲଣ୍ଡା, ଝଗରପୁର ଗ୍ରାମ ର ଶତାଧିକ ଗ୍ରାମବାସୀମାନେ ଆଜି ରାଜଗାଙ୍ଗପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଥିଲେ।
Read More News
T & CPrivacy PolicyContact Us