Install App
belpahar_update
This browser does not support the video element.
ଝାରସୁଗୁଡା: ବର୍ଷା ଏବଂ ବଜ୍ରପାତ କୁ ଦୃଷ୍ଟିରେ ରଖି ଆଜି ଏବଂ ଆସନ୍ତାକାଲି ଝାରସୁଗୁଡା ଜିଲ୍ଲା କୁ ଇୟେଲୋ ୱାରନିଙ୍ଗ ଜାରି କରିଛି ପାଣିପାଗ ବିଭାଗ
Jharsuguda, Jharsuguda | Sep 11, 2025
ବର୍ଷା ଏବଂ ବଜ୍ରପାତ କୁ ଦୃଷ୍ଟିରେ ରଖି ଆଜି ଏବଂ ଆସନ୍ତାକାଲି ଝାରସୁଗୁଡା ଜିଲ୍ଲା କୁ ଇୟେଲୋ ୱାରନିଙ୍ଗ ଜାରି କରିଛି ପାଣିପାଗ ବିଭାଗ l ଗତ କିଛି ଦିନ ଧରି ଝାରସୁଗୁଡା ଜିଲ୍ଲାରେ ଯୋର ବର୍ଷା ହେଉଥିବାବେଳେ ଆଜି ଗୁରୁବାର ମଧ୍ୟ ଝାରସୁଗୁଡା ଜିଲ୍ଲାର କିଛି ସ୍ଥାନରେ ପବନ, ବଜ୍ରପାତ ସହ ବର୍ଷା ଆରମ୍ଭ ହୋଇଛି l ବର୍ଷା କୁ ଦୃଷ୍ଟି ରେ ରଖି ଆଜି ଗୁରୁବାର ସକାଳ ୮ ଟା ୩୦ ରୁ ଶୁକ୍ରବାର ସକାଳ ୮ ଟା ୩୦ ଯାଏଁ ପାଣିପାଗ ବିଭାଗ ପକ୍ଷରୁ ଝାରସୁଗୁଡା ଜିଲ୍ଲା କୁ ଇୟେଲୋ ୱାରନିଙ୍ଗ ଜାରି କରାଯାଇଛି l
Share
Read More News
T & C
Privacy Policy
Contact Us
Your browser does not support JavaScript!