Download Now Banner

This browser does not support the video element.

ଅନୁଗୋଳ: ସାପୁଇନାଳି ନାକୁ ଘାଟ ନିକଟରେ ବଜ୍ରପାତରେ ଜଣେ ମହିଳା ମୃତ, ଜଣେ ଗୁରୁତର

Anugul, Angul | Aug 31, 2025
ଶିମିଳିପାଳ ପଞ୍ଚାୟତ ମାଝି ମୁଣ୍ଡା ସାହିର ଶୁମତି ବେହେରା ଓ ବଡ ଯା ହିନ ବେହେରା ଆଜି ସକାଳୁ ଧାନ ବିଲକୁ ସାର ପକାଇ ଯାଇଥିବା ବେଳେ ବର୍ଷା ହୋଇଥିବା ବେଳେ ସାପୁଇନାଳି ନାକୁ ଘାଟ ନିକଟସ୍ଥ ଏକ ମହୁଲ ଗଛ ମୂଳକୁ ଆସି ଛିଡା ହୋଇଯାଇଥିବା ବେଳେ ବଜ୍ରପାତ ହୋଇଥିବା ବେଳେ ଘଟଣା ସ୍ଥଳରେ ସାନ ଯା ସୁମତି ବେହେରା ମୃତ୍ୟ ହୋଇଥିବା ବେଳେ। ବଡ ଯା ଗୁରୁତର ଆହତ ହୋଇଥିବା ପ୍ରାଥମିକ ଚିକିତ୍ସା ପାଇଁ ବାଗେଡ଼ିଆ ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି କରିଥିବା ବର୍ତ୍ତମାନର ବଡ ସୂଚନା
Read More News
T & CPrivacy PolicyContact Us