Download Now Banner

This browser does not support the video element.

ଯାଜପୁର: ଜିଲ୍ଲା କଂଗ୍ରେସ ପକ୍ଷରୁ ଯାଜପୁର ଟାଉନ ସ୍ଥିତ ସଂସ୍କୃତି ଭବନ ପରିସରରେ ସଂଗଠନ ସୁଜନ ଅଭିଯାନ ବୈଠକ ଅନୁଷ୍ଠିତ

Jajapur, Jajpur | Sep 8, 2025
ଜିଲ୍ଲା କଂଗ୍ରେସ ପକ୍ଷରୁ ଯାଜପୁର ଟାଉନ ସ୍ଥିତ ସଂସ୍କୃତି ଭବନ ପରିସରରେ ସଂଗଠନ ସୁଜନ ଅଭିଯାନ ବୈଠକ ଅନୁଷ୍ଠିତ ହେଇଯାଇଛି l ଜିଲ୍ଲାର କଂଗ୍ରେସ ସଂଗଠବ ସଜାଡ଼ିବାକୁ ପ୍ରୟାସ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ l ଆଜି ରାଜ୍ୟ କଂଗ୍ରେସର ନିର୍ଦ୍ଦେଶ କ୍ରମେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ସଭାପତି ମନୋଜ ରାଉତଙ୍କ ନେତୃତ୍ୱରେ ସୁଜନ ଅଭିଯାନ ବୈଠକ ଅନୁଷ୍ଠିତ ହେଇଯାଇଛି l ଏହି ବୈଠକରେ ଅଖିଳ ଭାରତୀୟ କଂଗ୍ରେସ କମିଟି ସେଣ୍ଟ୍ରାଲ ଅବଜର୍ଭ ଚାରୁଲତା ଟୋକସ ଓ ପୂର୍ବତନ ମନ୍ତ୍ରୀ ଶରତ ରାଉତ ଯୋଗଦେଇ କିଭଳି ଜିଲ୍ଲାରେ ସଂଗଠନ ଶକ୍ତିଶାଳୀ ହେବ ଆଲୋଚନା କରିଥିଲେ l
Read More News
T & CPrivacy PolicyContact Us