Download Now Banner

This browser does not support the video element.

କୋରାପୁଟ ସହର: ପୋଡ଼ା ଗଡ଼ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତଥା କନ୍ୟା ଆଶ୍ରମ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ ଜିଲ୍ଲାପାଳ

Koraput Town, Koraput | Sep 3, 2025
କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ ପୋଡ଼ା ଗଡ ପଞ୍ଚାୟତ ଅଧିନସ୍ଥ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ତଥା କନ୍ୟା  ଆଶ୍ରମ ସ୍କୁଲ୍ ପରିଦର୍ଶନ କରିଥିଲେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ  ମହାଜନ। ବୁଧବାର ଦିନ ୨ଟା ସମୟରେ ଆୟୋଜିତ କାର୍ଯ୍ୟକ୍ରମରେ ସାଥିରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହ ଅଧିକାରୀ ବେଣୁଧର ଶବର, ଆଇ ଏ ଏସ ପ୍ରବେସନାରୀ ସନ୍ତୋଷ କୁମାର ପାତ୍ର,  ବିଡ଼ିଓ ମିଲନ କୁମାର ଝାଙ୍କର, ତହସିଲଦାର ପ୍ରିୟା ପୁଷ୍ପାଞ୍ଜଳି ବେହେରା ଉପସ୍ଥିତ ଥିଲେ। ବିଦ୍ୟାଳୟର ପରିବେଶ ଛାତ୍ରୀ ମାନଙ୍କ ରହିବା ଓ ଖାଇବା ସ୍ଥାନ ଗୁଡିକର ସ୍ଥିତି ଅନୁଧ୍ୟାନ କରିଥିଲେ।
Read More News
T & CPrivacy PolicyContact Us